

ବନସ୍ତେ ଡାକିଲା ଗଜ,ବରଷକେ ଥରେ ଆସିଛି ରଜ,ଆସିଛି ରଜ ଲୋଘେନି ନୂଆ ସଜବାଜ...
...ରଜ ର ଶୁଭେଚ୍ଛା ଓ ଅଭିନନ୍ଦନ...

ରଜ ଦୋଳି କଟ ମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ ...ଦିଶେ କେଡେ ଝଟ ଝଟ ..
ରଜ ମଉଜ କୁ କେହି ଭୁଲି ପାରିବେନି ...
...ରଜ ଶୁଭେଚ୍ଛା...
in ADVANCE
Share on Whatsapp



Share on Whatsapp